4 |
ଶାଉଲଙ୍କର ପକ୍ସ୍ଟତ୍ର ଯୋନାଥନଙ୍କର ଏକ ପକ୍ସ୍ଟତ୍ର ଥିଲେ, ଯାହାଙ୍କର ନାମଥିଲା ମଫୀବୋଶତ୍। ଯେତବେେଳେ ତାକକ୍ସ୍ଟ ମାତ୍ର ପାଞ୍ଚ ବର୍ଷ ବଯସ ହାଇେଥିଲା, ସେତବେେଳେ ୟିଷ୍ରିଯଲରେକ୍ସ୍ଟ ଖବର ଆସିଲା ଯେ, ଶାଉଲ ଏବଂ ଯୋନାଥନକକ୍ସ୍ଟ ହତ୍ଯା କରାୟାଇଛି। ଯେତବେେଳେ ମଫୀବୋଶତ୍ର ଧାତ୍ରୀ ଏ ଖବର ପାଇଲା, ସେ ମଫୀବୋଶତକକ୍ସ୍ଟ ଉଠାଇଲା ଏବଂ ସେ ଭୟ ରେ ଦୌଡି ପଳାଇଲା। କିନ୍ତୁ ପିଲାଟି ତଳେ ପଡିଗଲା ଏବଂ ତା'ପରେ ତା'ର ଦକ୍ସ୍ଟଇ ଗୋଡ େଛାଟ ହାଇଗେଲା।
|